ବର୍ଷା ବିଗାଡ଼ିଦେଲା : ୫ମ ଟି-୨୦ ବାତିଲ, ସିରିଜ ୨-୨ରେ ଅମିମାଂସିତ ଭାବେ ଶେଷ

ବେଙ୍ଗାଲୁରୁ : ସିରିଜ ୨-୨ ସ୍ତରରେ ଥିଲା। ରବିବାର ଖେଳାଯାଉଥିବା ୫ମ ଟି-୨୦ ମ୍ୟାଚର ଫଳାଫଳ ସିରିଜ ବିଜେତା ପ୍ରଦାନ କରିଥାନ୍ତି। କିନ୍ତୁ ବର୍ଷା ସବୁ ବିଗାଡ଼ିଦେଲା। ପ୍ରବଳ ଯୋଗୁଁ ବର୍ଷା ଯୋଗୁଁ ମ୍ୟାଚକୁ ବାତିଲ କରିବାକୁ ମ୍ୟାଚ ରେଫରୀ ଘୋଷଣା କରିଛନ୍ତି। ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଟସ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ପରେ ବର୍ଷା … Continue reading ବର୍ଷା ବିଗାଡ଼ିଦେଲା : ୫ମ ଟି-୨୦ ବାତିଲ, ସିରିଜ ୨-୨ରେ ଅମିମାଂସିତ ଭାବେ ଶେଷ